welcome to T. P. Publication Web. today!

ADYASHA

Written By - POET RINA BEHERA

Free

ଶ୍ରୀମତୀ ରିନା ବେହେରା

କବୟିତ୍ରୀ ଶ୍ରୀମତୀ ରିନା ବେହେରାଙ୍କ ରଚିତ ଉକ୍ତ ଇ-ପୁସ୍ତିକା “ଆଦ୍ୟାଶା” ଆମ ହାତକୁ ପ୍ରଥମେ ଆସିବାବେଳେ, ଏଥିରେ ଥିବା ସରଳ ଶବ୍ଦମାନଙ୍କ ଭିତରେ ଲୁଚିଥିବା ଭାବର ଗଭୀରତା ଆମକୁ ଅତିଶୟ ଆକର୍ଷଣ କଲା। ପୁସ୍ତକର ପ୍ରତ୍ୟେକ କବିତା ଦୈନନ୍ଦିନ ଜୀବନର ଅନୁଭୁତି ଓ ଭାବନାକୁ ଧରି ରଖିପାରିଛି। ପାଠକପାଠିକାମାନେ ନିଜକୁ ଏହାର ଶବ୍ଦରେ ସହଜରେ ଖୋଜିପାରିବେ । ଆମର ଆଶା, “ଆଦ୍ୟାଶା” ଆପଣଙ୍କ ମନରେ ମଧ୍ଯ ନୂଆ ଅନୁଭୁତିକୁ ଜଗାଇବ, ଯାହା ପାଇଁ ଏହି ଇ- ପୁସ୍ତିକା ଲେଖାଯାଇଛି। ଲେଖିକାଙ୍କ ଭାବନାର ପରିଭାଷା ସହଜ ଭାଷାର ବିନ୍ଯାସ ପାଠକପାଠିକାମାନଙ୍କୁ ନିଶ୍ଚିତ ଆକର୍ଷିତ କରିବ ବୋଲି ଆମର ବିଶ୍ୱାସ ରହିଛି ।

When I first received the e - book "ADYASHA" written by poet Rina Behera, the depth of feeling hidden inside its simple words caught my attention right away. Each poem captures moments and emotions from everyday life. Readers will easily find a part of themselves in these lines. I hope "ADYASHA" awakens new feelings in you as well, which is exactly why this e-book was created. The writer’s honest thoughts and clear language will surely draw readers in.