welcome to T. P. Publication Web. today!

“ସଂସ୍କୃତ ଅନୁବାଦ ଅଭ୍ୟାସ” ( Sanskrit Anubaada Abhyaasa )

COMPILER - Abinash Behera

₹40.00₹20.00

“ସଂସ୍କୃତ ଅନୁବାଦ ଅଭ୍ୟାସ” ଷଷ୍ଠ ଠାରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁସଂଗଠିତ ଓ ଅଭ୍ୟାସମୂଳକ ପୁସ୍ତକ। ଓଡ଼ିଆ ମାଧ୍ୟମରେ ସଂସ୍କୃତ ଭାଷା ଶିକ୍ଷାକୁ ସହଜ କରିବାର ଏକ ପ୍ରୟାସ କରିଛନ୍ତି ଶ୍ରୀଯୁକ୍ତ ଅବିନାଶ ବେହେରା । ଏହା ଛାତ୍ର ଛାତ୍ରୀମାନଙ୍କ ପାଇଁ ଉପଯୋଗୀ ହେବ ବୋଲି ଅତୁଟ ବିଶ୍ୱାସ ।