welcome to T. P. Publication Web. today!

ଫୁଲକଢି ( PHULAKADHI )

"ଫୁଲକଢି" ହେଉଛି ଏକ ସୁନ୍ଦର ଶିଶୁ କବିତା ସଂକଳନ । ("PHULAKADHI" is a beautiful collection of children's poems.)

Free

🌹"ଫୁଲକଢି"🌹

((“PHULAKADHI"))

ଶିଶୁମନର ଅସୁମାରି ସ୍ବପ୍ନ, ପଲ୍ଲବୀତ କଳ୍ପନା ଓ ନିର୍ମଳ ଭାବନାକୁ କବିତାରେ ପରିପ୍ରକାଶ କରୁଛି ଏହି ସୁନ୍ଦର କବିତା ସଂକଳନ "ଫୁଲକଢି"। ପ୍ରତ୍ୟେକ କବିତା ଗୋଟିଏ ନବ ପୁଷ୍ପର ପ୍ରତୀକ, ଯେଉଁଥିରୁ ବିଛୁରିତ ହୁଏ ଶିଶୁର ମନଲାଖି ଭାବନାସ୍ରୋତ । ଏହି କବିତା ସଂକଳନର ରଚୟିତା କବିରତ୍ନ ନୂତନ କୁମାର ବେହେରା, ଯିଏ ନିଜର ସ୍ୱାଭାବିକ କବିତା ଶୈଳୀ ଓ ଶିଶୁପ୍ରିୟ ଚିନ୍ତାଧାରାରେ "ଫୁଲକଢି"କୁ ସବୁଠାରୁ ବିଶେଷ କରିଛନ୍ତି।

କବିତାର ସରଳ ଶବ୍ଦ, ସୁମଧୁର ଛନ୍ଦ ଓ ବଢିଆ ବର୍ଣ୍ଣନା ଶିଶୁମାନଙ୍କୁ କେବଳ ମନୋରଞ୍ଜନ ଦେଇନଥାଏ, ତା ସହିତ ସୃଜନଶୀଳତା, ଶିକ୍ଷା ଓ ମୂଲ୍ୟବୋଧର ମାର୍ଗରେ ଆଗକୁ ବଢିବାରେ ଦେଇଥାଏ ପ୍ରେରଣା ।

( The boundless dreams of a child’s heart, blossoming imagination, and pure emotions find expression in this beautiful poetry collection “PHULA KADHI". Each poem spreads the fragrance of a fresh flower… from the tender courtyard of a child’s mind flows the gentle stream of feelings.

The creator of this collection is KABIRATNA NUTAN KUMAR BEHERA, who, with his natural poetic style and child-friendly thoughts, has made “PHULAKADHI” truly special.

With simple words, melodious rhythm, and vivid description, these poems not only entertain children but also inspire them to grow on the path of creativity, learning, and values.)