
କଳ୍ପନାର ଅନ୍ତରାଳେ (KALPANARA ANTARALE)
(Anthology of poems) Written by - Debendra Nayak.
Free

କଳ୍ପନାର ଅନ୍ତରାଳେ...
ରଚନା - ଦେବେନ୍ଦ୍ର ନାୟକ
KALPANARA ANTARALE
(Anthology of poems)
Written by - DEBENDRA NAYAK
“କଳ୍ପନାର ଅନ୍ତରାଳେ” ଏକ ସୁସୁନ୍ଦର କବିତା ସଂକଳନ। ଏହି ପୁସ୍ତକର କବିତାଗୁଡ଼ିକ ମନର ନିରବତା, ସ୍ୱପ୍ନ, ସ୍ମୃତି ଓ ଜୀବନର ସୂକ୍ଷ୍ମ ଅନୁଭୂତିକୁ ପରିପ୍ରକାଶ କରେ । ପ୍ରତ୍ୟେକ କବିତା ପାଠକଙ୍କୁ ଆତ୍ମବୋଧର ଏକ ମୁହୂର୍ତ୍ତ ଆଣି ଦେବା ସହିତ ଭରିଥାଏ ଅନ୍ତରରେ ସନ୍ତୋଷ । କବି ଦେବେନ୍ଦ୍ର ନାୟକଙ୍କ କବିତାରେ ଦୈନନ୍ଦିନ ଜୀବନର ସାଧାରଣ ଘଟଣା ମଧ୍ୟରୁ ଗଭୀର ଅର୍ଥ ଉଦ୍ଭାସିତ ହୁଏ । ଏହି କବିତା ସଂକଳନଟି କବିତାପ୍ରେମୀଙ୍କ ପାଇଁ ଅତ୍ୟନ୍ତ ରୁଚିପୂର୍ଣ୍ଣ, ଚିନ୍ତନଶୀଳ ଓ ମନଛୁଆଁ ହୋଇ ପାରିବା ସହିତ କବିଙ୍କ ଲେଖନୀ ଚାଳନାକୁ ଆଉ ପାଦେ ଆଗକୁ ନେବ ବୋଲି ଅତୁଟ ବିଶ୍ୱାସ ।
“KALPANARA ANTARALE” is a beautiful collection of poems. The poems in this book gently express inner silence, dreams, memories, and the subtle feelings of life. Each poem gives the reader a quiet moment of self-realization and fills the heart with a sense of calm and satisfaction.
In POET DEBENDRA NAYAK’s writing, deep meaning emerges from ordinary moments of everyday life. This poetry collection is thoughtful, touching, and enjoyable for poetry lovers, and it carries the poet’s creative journey one step further.
Literature
Promoting Odia literature through digital platforms.
for Publish your Ebooks
ConNect us
official.tppublication@gmail.com
+919938334225
© 2025. All rights reserved.
