welcome to T. P. Publication Web. today!

ହେ ଦେବୀ ମହାମାୟେ (He Devi Mahamaye)

The devotional and spiritual e-book “He Devi Mahamaye”

Free

କବିରତ୍ନ ନୂତନ କୁମାର ବେହେରାଙ୍କ ରଚିତ "ହେ ଦେବୀ ମହାମାୟେ" ମାତୃଶକ୍ତିର ଆରାଧନା, ମାତା ମହିମା ବର୍ଣ୍ଣନା, ମାଆଙ୍କ ସ୍ତୁତି, ମାତୃଶକ୍ତିର ଯଶ, ଗୁଣ, କୀର୍ତ୍ତି, କର୍ମ ବହନ କରୁଥିବା ଏକ ଭକ୍ତି ରସାତ୍ମକ ଆଧ୍ୟାତ୍ମିକ ଇ-ପୁସ୍ତିକା । ଉକ୍ତ ଇ-ପୁସ୍ତିକାରେ କବିଙ୍କର ନାନାଦି ରାଗ, ରାଗିଣୀ ଯୁକ୍ତ କବିତା ବଳୀ ପାଠ କଲେ କବିଙ୍କର କାବ୍ୟ ରଚନା ଜ୍ଞାନ ଓ ପାଣ୍ଡିତ୍ୟ ସ୍ପଷ୍ଟ ଅନୁମେୟ ହୁଏ । ଯାହାକି ଓଡିଆ ବାଣୀ ଭଣ୍ଡାରକୁ ନିଶ୍ଚିତ ଭାବରେ ସମୃଦ୍ଧ କରିବ ।

The devotional and spiritual e-book “He Devi Mahamaye” composed by Kabiratna Nutan Kumar Behera is a work dedicated to the worship of the Divine Mother, glorifying her supreme power, virtues, and divine deeds. The book offers deeply felt praise and adoration of the Mother Goddess, portraying her majesty and spiritual essence. Through various poems composed in multiple ragas and raginis, the poet’s profound knowledge of poetry and literary scholarship becomes clearly evident. This remarkable creation undoubtedly enriches the treasure of the Odia literary heritage.