
ଦିଶା (DISHA)
Written by - Poet Kumudini Pati (Collection of Poems)
Free

"ଦିଶା"
"DISHA" - Written by Poet Kumudini Pati
"ଦିଶା" ଏକ ଭାବଗର୍ଭକ,ଆତ୍ମ ଅନୁସନ୍ଧାନ ମୂଳକ କବିତା ସଂକଳନ।
ଏଥିରେ ରହିଛି କବୀଙ୍କ ମନର ଭାବାବେଗ ସହିତ ଆତ୍ମୀୟତାପୂର୍ଣ୍ଣ ବାର୍ତ୍ତା । ଏହି ସଂକଳନରେ କବୟିତ୍ରୀଙ୍କର ପ୍ରତିଟି କବିତା ଜୀବନ ପଥରେ ନିଜ ସହ ନିଜର ସାକ୍ଷାତକାର କରିବାକୁ ଯୋଗାଏ ପ୍ରେରଣା।
ଏହି କବିତା ସଂକଳନଟି କେବଳ ଶବ୍ଦର ସଂଗ୍ରହ ନୁହେଁ। ଅନ୍ତରର ଭାବନାରେ ଲୁଚିଥିବା ଝଙ୍କାର, ଯାହାକୁ ଅତି ସୁନ୍ଦର ଭାବରେ କବୀ କୁମୁଦିନୀ ପତିଙ୍କ ସ୍ବରଚିତ କବିତାରେ ପରିପ୍ରକାଶ କରି ପାଠକଙ୍କ ସମ୍ମୁଖରେ ରଖିଛନ୍ତି। ଜୀବନ, ସମାଜ, ମନ, ସ୍ନେହ ଓ ଅନୁଭବର ଯେଉଁ ସୂକ୍ଷ୍ମ ଗତିମାନ ରୂପ, କବିତାଗୁଡ଼ିକ ସେହି ଦୃଶ୍ୟକୁ ସରଳ ସାବଲୀଳ ଭାବରେ ସ୍ଥାନିତ ହୋଇଛି।
ପାଠକଙ୍କ ନିକଟରେ ଏହି ସଂକଳନ ନିଜର ସ୍ବତନ୍ତ୍ର ସ୍ଥାନ ନେବ ବୋଲି ଆମର ଆଶା। "ତତ୍ତ୍ଵ ପ୍ରଜ୍ଞା ପବ୍ଲିକେସନ୍"
T. P. Publication
ତରଫରୁ କବୟିତ୍ରୀ କୁମୁଦିନୀ ପତିଙ୍କୁ ଅନେକ ସାଧୁବାଦ ତାଙ୍କ କବିତା ସଂକଳନ "ଦିଶା" ପାଇଁ ।
“DISHA” is a collection of thoughtful and introspective poems.
The poems carry deep feelings from the poet’s heart and share a very personal message. Each poem in this collection encourages the reader to meet themselves on the journey of life.
This collection is not only a group of words. It holds the hidden rhythm of inner emotions, which the poet Kumudini Pati has expressed beautifully in her own voice. The poems present the gentle movements of life, society, mind, love and experience in a simple and graceful way.
We hope that this collection will find its own special place in the hearts of readers. On behalf of “TATTWA PRAGYA PUBLICATION”, we offer our warm greetings to poet Kumudini Pati for her poetry collection “DISHA”.
Literature
Promoting Odia literature through digital platforms.
for Publish your Ebooks
ConNect us
official.tppublication@gmail.com
+919938334225
© 2025. All rights reserved.
