welcome to T. P. Publication Web. today!

ବିପରୀତ ଶବ୍ଦମାଳା ( BIPARITA SHABDAMALAA )

COMPILER - Abinash Behera

₹45.00₹20.00

ଶବ୍ଦର ସଠିକ୍ ବ୍ୟବହାର ପାଇଁ ବିପରୀତ ଅର୍ଥର ଜ୍ଞାନ ଅତ୍ୟନ୍ତ ଆବଶ୍ୟକ। “ବିପରୀତ ଶବ୍ଦମାଳା” ବହିଟି ସଂସ୍କୃତ ଶିକ୍ଷକ ଅବିନାଶ ବେହେରାଙ୍କ ଦ୍ବାରା ସଂଯୋଜନା କରାଯାଇଛି । ଏଥିରେ ଓଡ଼ିଆ ବର୍ଣ୍ଣମାଳାକୁ ଅନୁସାରେ  ବିଭିନ୍ନ ବିପରୀତ ଶବ୍ଦ ସଂଗ୍ରହ କରାଯାଇଛି। ଏହି ବହିଟି ଛାତ୍ରଛାତ୍ରୀମାନଙ୍କର ନିଶ୍ଚୟ ସହାୟକ ହେବ ବୋଲି ବିଶ୍ଵାସ ।

ପ୍ରକାଶନ