
ବିବର୍ଣ୍ଣ ଅସ୍ତରାଗ ( BIBARNNA ASTARAAGA )
“Stories that Stir the Heart and Mind”
Free

"ବିବର୍ଣ୍ଣ ଅସ୍ତରାଗ" ଗାଳ୍ପିକ ଶ୍ରୀ ନୂତନ କୁମାର ବେହେରାଙ୍କ ଲେଖନୀର ଏକ ଦୃଢ଼ ଭାବନାତ୍ମକ ଶକ୍ତିର ସ୍ରୋତ, ଯାହା ପାଠକଙ୍କୁ ଜୀବନର ଗୁପ୍ତତମ ଅନ୍ତଃର୍ଦୃଷ୍ଟି ସହ ବିଚାର ଓ ଆନୁଭୂତିର ଗଭୀର ସମୁଦ୍ରକୁ ନେଇଯିବ।ସାଧାରଣ ଦୈନନ୍ଦିନ ଘଟଣାରେ ଗଢିଉଠିଥିବା ଏହି ଗଳ୍ପଗୁଡ଼ିକ ଆମ ସମାଜର ଅନେକ କଥାକୁ ବଖାଣେ ଏକ ସୁନ୍ଦର ଶବ୍ଦ ସଂଯୋଜନାର ଝଙ୍କାରରେ...। ଶ୍ରୀ ବେହେରାଙ୍କ ବ୍ୟକ୍ତିତ୍ୱ ଏକାଧାରରେ କବି, ଗାଳ୍ପିକ, ଶିଶୁସାହିତ୍ୟିକ, ନାଟ୍ୟକାର ଓ ପ୍ରାବନ୍ଧିକ ଭାବେ ବହୁମାନ୍ୟ; ତାଙ୍କ ଲେଖନୀରେ ସୃଷ୍ଟି ଜୀବନର ଚିତ୍ରଣ ସ୍ପଷ୍ଟ ଭାବରେ ପ୍ରକାଶିତ ହୋଇଥାଏ।
ଏହି ଗଳ୍ପ ଇ-ପୁସ୍ତକ "ବିବର୍ଣ୍ଣ ଅସ୍ତରାଗ" ପାଠକମାନଙ୍କ ମନ ମନ୍ଥନ କରିବା ସହ ଅନୁଭବର ନୂତନ ଦିଗ ନିର୍ଣ୍ଣୟ କରିବ ବୋଲି ଆଶା ଓ ବିଶ୍ୱାସ ।
"BIBARNNA ASTARAAGA" a collection of stories by the writer Shri NUTAN KUMAR BEHERA, emerges as a powerful source of deep emotional energy. It leads readers into the vast ocean of thoughts and feelings, unveiling the hidden insights of life.
Rooted in the ordinary events of daily existence, these stories beautifully weave together the many truths of our society through the harmonious rhythm of words.
Shri Behera, in his multifaceted literary persona—as a poet, storyteller, children’s writer, dramatist, and essayist—is widely respected. His pen vividly reflects the essence of life in its creative expressions.
This story e-book, "BIBARNNA ASTARAAGA" , is bound to stir the minds of readers while opening up new horizons of experience, reflection, and understanding.
Literature
Promoting Odia literature through digital platforms.
for Publish your Ebooks
ConNect us
official.tppublication@gmail.com
+919938334225
© 2025. All rights reserved.